ଖଦି Khadi

  • ଦେ. ବି. — ବାଉଁଶ ବା କାଠର ମୁଠାରେ ଲୁଗା ବନ୍ଧା ହୋଇ କରାଯିବା ଏକପ୍ରକାର ଚାମର — A kind of fan made of cloth
  • ଦେ. ବି. — ଖଦି ଚାମର ରାଜ ଉପଚାର, ଭାଳି କେହି କେହି କରେ ପ୍ରଚାର। ଭଞ୍ଜ. ଲାବଣ୍ୟବତୀ।
  • ଦେ. ବି. — [ଦ୍ର—ଏହା ରାଜା ଓ ଦେବତାଙ୍କ ଉପକରଣବିଶେଷ।]
  • ଦେ. ବି. — ଛୋଟ ମୋଟା ଲୁଗା — Small coarse cloth
  • ଦେ. ବି. — ପଲ୍ଲବ ଖଦି ଚଳିତ ଧୀର ବାତ ଜାତ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. ବି. — ହାତବୁଣା ସୂତାରେ ଦେଶୀ ତନ୍ତୀ ବୁଣିଥିବା ମୋଟା ଲୁଗା; ଖଦଡ଼ — Coarse country-made cloth
  • ଦେ. ବି. — ରାଜା ଓ ଦେବତାଆଦିଙ୍କ ଉପରେ ଚାମର ଓ ପଙ୍ଖା ପରି ସଞ୍ଚାଳିତ ହେବା ପାଟ ଲୁଗା — A silk cloth waved over a Deity or a king as a mark of respect
  • ଦେ. ବି. — ଖଦି ଚାମର ରାଜ ଉପଚାର, ଭଳି କେହି କେହି କରେ ପ୍ରଚାର। ଭଞ୍ଜ. ଲାବଣ୍ୟବତୀ।