ଖଦା Khadā

  • ଦେ. ବି. (ସଂ. କ୍ଷୋଦ) — ସିଠା ବା ମଇଳା — Dregs
  • ଦେ. ବି. (ସଂ. କ୍ଷୋଦ) — ମଣ୍ଡ — Sediment
  • ଦେ. ବି. (ସଂ. କ୍ଷୋଦ) — (ସଂ. ଖେଟ) ହାତୀ ଧରିବା ନିମନ୍ତେ ବାଡ଼ାବନ୍ଦି ହୋଇ ଏକଆଡ଼ ମେଲାଥାଇ ଅନ୍ୟଆଡ଼ ସବୁ ବାଡ଼ ଦିଆ ଯାଇଥିବା ସ୍ଥାନ; ଖେଦା — Kheddah or enclosure for catching wild elephants
  • ଦେ. ବି. (ସଂ. କ୍ଷୋଦ) — (ସଂ. କ୍ଷତି)— ଗୋରୁ ଆଦି ଖାଇବା ଓ ମାଡ଼ିବା ଦ୍ୱାରା କ୍ଷେତରେ ଥିବା ଫସଲର କ୍ଷତି ବା ଲୋକସାନ — Damage done to crops by stray cattle
  • ଦେ. ବି. (ସଂ. କ୍ଷୋଦ) — (ସଂ. କ୍ଷତି) ବିବାହାଦି ବ୍ଯୟସାଧ୍ୟ କାର୍ଯ୍ୟ — Expensive family ceremonies
  • ଦେ. ବି. (ସଂ. କ୍ଷୋଦ) — ଆଖୁ ପେଡ଼ାହେଲା ପରେ ରହିଯିବା ନୀରସ ଆଖୁ ଦଣ୍ଡା — Pressed sugarcane