ଖଦାଳ Khadāḻa

  • ପ୍ରାଦେ. (ଗଞ୍ଜାମ, ସମ୍ବଲପୁର) ବି— ଅସ୍ପୃଶ୍ୟ ତନ୍ତୀ ଜାତିବିଶେଷ; ବାଉରୀବୁଣା — An untouchable caste who weave cloth
  • ପ୍ରାଦେ. ଖଳ କହନ୍ତି ଯେଉଁ ଜନ, ଖଦାଳ ହୁଅନ୍ତି ସେମାନ। ବଳରାମ. ବିଷ୍ଣୁପୁରାଣ।
  • ପ୍ରାଦେ. [ଦ୍ର—ଏମାନେ ଖଦିଲୁଗା ବୁଣନ୍ତି, ତେଣୁ ଏମାନଙ୍କର ଏପରି ନାମ ହୋଇଅଛି।]
  • ପ୍ରାଦେ. (ବାଲେଶ୍ୱର) ପରିବା ବିକ୍ରୟ କରିବା ଶୂଦ୍ର ଜାତିବିଶେଷ — A caste of Sūdra greengrocers
  • ପ୍ରାଦେ. (ଗାଳି) ମୂର୍ଖ ଅଖାଡ଼ୁଆ ବ୍ଯକ୍ତି — 1. A stupid illiterate person