ଖଣ୍ଡିଆ Khaṇḍiā

  • ଦେ. ବିଣ (ସଂ. ଖଣ୍ଡିତ) — ବିକଳାଙ୍ଗ — Maimed; crippled; devoid of limbs
  • ଦେ. ବିଣ (ସଂ. ଖଣ୍ଡିତ) — ଅସ୍ତ୍ରଦି ଦ୍ୱାରା କ୍ଷତଯୁକ୍ତ; କ୍ଷତବିକ୍ଷତ — Wounded with weapons
  • ଦେ. ବିଣ (ସଂ. ଖଣ୍ଡିତ) — ଭଗ୍ନ — Broken
  • ଦେ. ବିଣ (ସଂ. ଖଣ୍ଡିତ) — ଖଣ୍ଡିଆ ଖଣ୍ଡା ଖଣ୍ଡି ଶିଖଣ୍ଡୀ ବୁଲାଇ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
  • ଦେ. ବିଣ (ସଂ. ଖଣ୍ଡିତ) — ଅସମାପ୍ତ; ଅସମ୍ପୂର୍ଣ୍ଣ — Incomplete; unfinished
  • ଦେ. ବିଣ (ସଂ. ଖଣ୍ଡିତ) — (ଯଥା—ଖଣ୍ଡିଆ ମାସ)
  • ଦେ. ବିଣ (ସଂ. ଖଣ୍ଡିତ) — ଅର୍ଦ୍ଧନିଷ୍ପନ୍ନ — Half done
  • ଦେ. ବିଣ (ସଂ. ଖଣ୍ଡିତ) — ପୁଂ. (ଇତର ଲୋକସମାଜରେ ସ୍ତ୍ରୀମାନଙ୍କର ପୁରୁଷପ୍ରତି ବ୍ଯବହୃତ ଗାଳି)—ପଙ୍ଗୁ; ଗଳିତକୁଷ୍ଣ ରୋଗଜନିତ କ୍ଷତି ଯୋଗୁଁ ବିକଳାଙ୍ଗ — (a term of abuse) Maimed; leprous
  • ଦେ. ବିଣ (ସଂ. ଖଣ୍ଡିତ) — କର୍ତ୍ତିତ; ଛିନ୍ନ; ବିଖଣ୍ଡିତ — Cut
  • ଦେ. ବିଣ (ସଂ. ଖଣ୍ଡିତ) — ରାମ କାଣ୍ଡେ ହୋଇ ମୁଦ୍ଗର ଦୁଇଖଣ୍ଡି ଖଣ୍ଡିଆ ଅହି ପରି ପଡ଼ିଲା ମହୀ ମଣ୍ଡି—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବିଣ (ସଂ. ଖଣ୍ଡିତ) — ଯାହାର ଆଶା ଚୂର୍ଣ୍ଣ ହୋଇଅଛି — Disappointed
  • ଦେ. ବି — କୁଷ୍ଠରୋଗ ଯୋଗୁଁ ବିକଳାଙ୍ଗ ବ୍ଯକ୍ତି; ଗଳିତ କୁଷ୍ଠରୋଗଗ୍ରସ୍ତ ବ୍ଯକ୍ତି — A crippled leper