ଖଣ୍ଡାଭ୍ର Khaṇḍābhra

  • ସଂ. ବି. (କର୍ମଧା; ଖଣ୍ଡ+ଅଭ୍ର) — ଖଣ୍ଡ ଖଣ୍ଡ ମେଘ — Broken clouds
  • ସଂ. ବି. (କର୍ମଧା; ଖଣ୍ଡ+ଅଭ୍ର) — ଛିନ୍ନାଭ୍ର; ଯେଉଁ ଖଣ୍ଡିକିଆ ମେଘ ବଡ଼ ମେଘ ଦେହରୁ ବିଚ୍ଛିନ୍ନ ହୋଇଥାଏ — A piece of cloud detached from the big mass