ଖଣ୍ଡାମଗର Khaṇḍāmagara

  • ଦେ. ବି — ମୁହିଁ ଆଗରେ ଖଣ୍ଡା ବା କରତ ପରି ଦାଢ଼ୁଆ ଅଂଶ ବାହାରିଥିବା ମଗର ଜାତୀୟ ଜଳଜନ୍ତୁ ବା ମତ୍ସ୍ୟବିଶେଷ — Swordfish; sawfish; Pristis Pectinatus
  • ଦେ. ବି — [ଦ୍ର—ଏମାନେ ସମୁଦ୍ରରେ ରହନ୍ତି; କେବେ କେବେ ବଢ଼ିନଈକୁ ସମୁଦ୍ରରୁ ଉଠି ଆସନ୍ତି।]