ଖଣ୍ଡାଫଳା Khaṇḍāphaḻā

  • ଦେ. ବି. (ସଂ. ଖଡ୍ଗ+ଫଳା) — ଖଣ୍ଡ଼ାର ପାତ; ଖଡ଼୍ଗର ପତ୍ର — The blade of a sword
  • ଦେ. ବି. (ସଂ. ଖଡ୍ଗ+ଫଳା) — ଦ୍ରୋଣ ଆମିଷକୁ ସଞ୍ଚାଣ ପରି ଝାମ୍ପି ରହିଲେ ଖଣ୍ଡାଫଳା ଧରି ହୋଇ କୋପୀ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।