ଖଗପତି Khagapati

  • ସଂ. ବି. ( 6 ଷ୍ଠୀ ତତ୍; ଖଗ+ପତି) — ଗରୁଡ଼ (ଏ ପକ୍ଷୀମାନଙ୍କ ମଧ୍ୟରେ ରାଜା) — Garuṟḍ̠a, the king of birds who is said to carry Bishṇu on his back
  • ସଂ. ବି. ( 6 ଷ୍ଠୀ ତତ୍; ଖଗ+ପତି) — ସୂର୍ଯ୍ୟ (ହି. ଶବ୍ଦସାଗର) — The sun