ଖଗବହ Khagabaha

  • ଦେ. ବି. (ସଂ. ଖଗ+ବହ ଧାତୁ; ଖଗବାହନ) — ନାରାୟଣ; ବିଷ୍ଣୁ — Bishṇu
  • ଦେ. ବି. (ସଂ. ଖଗ+ବହ ଧାତୁ; ଖଗବାହନ) — ବୋଲେ କେ ଖରବହ ପକ୍ଷୀ ଥିବ ନିଶେଷରେ ତେଜ ଚକ୍ର ସମ୍ଭବ। ଭଞ୍ଜ. ବୈଦେହୀଶବିଳାସ।