ଖଗ Khaga

  • ସଂ. ବିଣ. (ଖ=ଆକାଶ+ଗମ୍ ଧାତୁ=ଯିବା+କର୍ତ୍ତୃ. ଅ) — ଆକାଶଚର — Moving in the sky
  • ସଂ. ବି — ବିହଙ୍ଗ; ପକ୍ଷୀ — Bird
  • ସଂ. ବି — ବାଣ — Arrow
  • ସଂ. ବି — ସୂର୍ଯ୍ୟ — The sun
  • ସଂ. ବି — ମେଘ — Cloud
  • ସଂ. ବି — ଦେବତା — Gods of the Hindus
  • ସଂ. ବି — ଶଲଭ; ଝିଣ୍ଟିକା — Locust; grass-hopper
  • ସଂ. ବି — ବାୟୁ — Wind
  • ସଂ. ବି — ଗ୍ରହ — Planet
  • ସଂ. ବି — ଗନ୍ଧର୍ବ — A clan of heavenly choristers
  • ସଂ. ବି — ଚନ୍ଦ୍ରମା — The moon
  • ସଂ. ବି — ପକ୍ଷଯୁକ୍ତ କୀଟ — An air-moving insect. (M.W.)