କଡ଼ୁଆ Kaṟḍ̠uā

  • ଦେ. ବିଣ.—(ସଂ. କଟୁକା) — ବିଶେଷ ରାଗ; ଅତି କଟୁ ରସଯୁକ୍ତ — Very bitter or pungent; rancid; disagreeable to taste
  • ଦେ. ବିଣ.—(ସଂ. କଟୁକା) — କଡ଼ା; ଅତି କ୍ରୋଧଯୁକ୍ତ — Very angry
  • ଦେ. ବିଣ.—(ସଂ. କଟୁକା) — ଦୁଃସହ — Unbearable