କଡ଼ିଆଳି Kaṟḍ̠iāḻi
- ଦେ. ବି. (ସଂ. କଟକ) — ହସ୍ତାଭରଣବିଶେଷ; ହସ୍ତବଳୟ; କଲିଆରି; ପଇଞ୍ଚି — A bracelet
- ଦେ. ବି. (ସଂ. କଟକ) — ଯେମାମଣି ମଣିବନ୍ଧରେ ଆଳୀ, ଖଞ୍ଜିଲେ ତିଖା ଖଞ୍ଜି କଡ଼ିଆଳି। କବିସୂର୍ଯ୍ୟ, ଚନ୍ଦ୍ରକଳା।
- ଦେ. ବି. (ସଂ. କଟକ) — (ସଂ. ଖଳୀନ)—ଲଗାମ — Reins
- ଦେ. ବି. (ସଂ. କଟକ) — ଅଶ୍ୱଙ୍କର କଡ଼ିଆଳି ତହିଁ ମୋଡ଼ି କରି କେଉଁ ଯୋଦ୍ଧା ପୁଣ ତହିଁ ମଡ଼ାକୁ ଆବୋରି। ସାରଳା. ମହାଭାରତ, ଭୀଷ୍ମ।
- ଦେ. ବି. (ସଂ. କଟକ) — କଜେଇ — Horse's bit