କଡ଼ିକିଆ Kaṟḍ̠ikiā

  • ଦେ. ବିଣ. (ସଂ. କଣାକ) — ଯହିଁର ପ୍ରତ୍ୟେକର ମୂଲ୍ୟ ଏକ କଡ଼ା ମାତ୍ର — Of which the price is one cowrie each
  • ଦେ. ବିଣ. (ସଂ. କଣାକ) — ଅତି ସ୍ୱଳ୍ପ ମୂଲ୍ୟର — Of very little value; valueless
  • ଦେ. ବିଣ. (ସଂ. କଣାକ) — ତୁଛ; ହୀନ — Insignificant
  • ଦେ. ବିଣ. (ସଂ. କଣାକ) — ଯେଉଁ କାର୍ଯ୍ୟରେ ବୋଝେ ମାଟିକୁ କଡ଼ାଏ ହିସାବରେ ମଜୁରି ଦିଆଯାଏ — (work) In which the labourer is given as wages one cowrie for each basket of earth or article carried from one place to another
  • ପ୍ରାଦେ. (ପୁରୀ ଓ ସମ୍ବଲପୁର) ବି. — ମଟକା (ଫଳ) (ଦେଖ) — Maṭakā (fruit) (See)