କଡ଼େଇ Kaṟḍ̠ei

  • ଦେ. ବି. (ସଂ. କାଟହ) — କରେଇ; ହତାଲଗା ଧାତୁମୟ ତେଲଉଣି — Frying pan
  • ଦେ. କ୍ରି. ବିଣ — କଡ଼ବାଗରେ; କଡ଼ବାଗିଆ — Sideways; sidewise
  • ପ୍ରାଦେ. (ସିଂହଭୁମ) ବି — ଜନ୍ମକରି ନ ଥିବା ମଇଁଷି — A she-buffalo which has not yet calved