କଡ଼େ ଶୋଇବା Kaṟḍ̠e ṡoibā

  • ଦେ. କ୍ରି — ଗୋଟିଏ କଡ଼ମାଡ଼ି ଶୋଇବାକୁ ଯେତିକି ସମୟ ଲାଗେ ସେତିକି ସମୟ ନିଶ୍ଚିନ୍ତ ହୋଇ ଶୋଇବା — To sleep undisturbed for some length of time