କେର୍ପାଲ Kerpāla

  • ବୈଦେ. ବି. (ଇଂ. ତାର୍ପଲିନ) — ଝୋଟ ଆଦିର ମୋଟା ସୂତାରେ ବୁଣା ହୋଇଥିବା ଓ ଉପରେ ରାଳ ବୋଳା ହୋଇଥିବା ଆଛାଦନବସ୍ତ୍ର; ରାଳ ମଡ଼ାହୋଇ— ଥିବା ପାଲ — Canvas; tarpaulin
  • ବୈଦେ. ବି. (ଇଂ. ତାର୍ପଲିନ) — [ଦ୍ର—ଏଥିରେ ପାଣି ଭେଦି ପାରେ ନାହିଁ।]