କେର୍ Ker

  • ପ୍ରାଦେ. (ସମ୍ବଲପୂର) ବି — ସୃକଣୀ; ପାଟିର କୋଣ — The corners of the mouth
  • ପ୍ରାଦେ. (ସମ୍ବଲପୂର) ବି — ଅବୟବ ସନ୍ଧି (ଯଥା; କୋଡ଼ଗାତ; ପିଛୁଳି) — The meeting place of two limbs (e.g. hipjoint, the corners where glands are formed)