କେଲାଇବା Kelāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଏକାଚୋଟେକେ ହାଣି— ଦେବା — To cut asunder by one stroke
  • ପ୍ରାଦେ. (ସମ୍ବଲପୁର) କ୍ରି — ଭଜା ଧାନରୁ ଖଇ ପୃଥକ୍ କରିବା ପାଇଁ ଚଲାଇବା — To sift fried paddy with a sieve to separate it from husks