କେଲି Keli

  • ପ୍ରାଦେ. (ଗଡ଼ଜାତ) ଅ — ଡାବଲ ପୁଆ ଖେଳରେ ହାରିବା ପିଲା ଏକନିଶ୍ୱାସରେ ଦଉଡ଼ିବା ବେଳେ ରାହା ଧରି ବୋଲିବା ପଦ — A word uttered by a boy who has got defeated in the Dābalapuā game