କେଲାଣ୍ଟି Kelāṇṭi

  • ପ୍ରାଦେ. (ଗଡ଼ଜାତ) ବି — ଗୋବରା ଚଢେଇ ପରି ଏକପ୍ରକାର ପକ୍ଷୀ — A species of bird
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଗୋବରା ଚଢ଼େଇ ପରି ଏହାର ପଛପଟରେ ନାଲିଆ ରୋମ ଏବଂ ମୁଣ୍ଡରେ କଲାଚୂଳ ଥାଏ। ଏହାର ବର୍ଣ୍ଣ କଳା ଓ ଏହାର ପେଟ ପାଖ ଧଳା; ଦେହର ବର୍ଣ୍ଣ ପାଉଁଶିଆ।]