କୃଶାନୁ Kṛuṡānu

  • ସଂ. ବି. (କୃଶ ଧାତୁ=ସୂକ୍ଷ୍ମ କରିବା+କର୍ତ୍ତୃ. ଅନ) — ଅଗ୍ନି — Fire
  • ସଂ. ବି. (କୃଶ ଧାତୁ=ସୂକ୍ଷ୍ମ କରିବା+କର୍ତ୍ତୃ. ଅନ) — ବିଷ୍ଣୁ — A name of Bishṇu
  • ସଂ. ବି. (କୃଶ ଧାତୁ=ସୂକ୍ଷ୍ମ କରିବା+କର୍ତ୍ତୃ. ଅନ) — ଧଳାଚିତାଗୁଳ୍ମ — Plumbago zeylanica (plant)