କୃଷ (ଧାତୁ) Kṛusha (root)

  • ସଂ — ହଳ କରିବା; ଚାଷ କରିବା — To plough; to cultivate
  • ସଂ — ଝିଙ୍କିବା; ଓଟାରିବା; ଟାଣିବା — To draw; to drag; to pull
  • ସଂ — ଆପଣା ଆଡ଼କୁ ଟାଣିବା — To attract
  • ସଂ — ସେନା ଚାଳନ କରିବା — To lead or conduct an army
  • ସଂ — ଧନୁକୁ ଲୁଆଁଇବା — To bend an arrow
  • ସଂ — ପରାସ୍ତ କରିବା; ଜୟ କରିବା; ବଶୀଭୂତ କରିବା — To subdue; to vanquish; to overpower
  • ସଂ — କଷ୍ଟ ଦେବା — To torture; to torment
  • ସଂ — ନିଷ୍କାସନ କରିବା — To draw out; to extract
  • ସଂ — ପାଇବା — To obtain