କୃଶାଙ୍ଗ Kṛuṡāṅga

  • ସଂ. ବିଣ. ପୁଂ. (ବହୁବ୍ରୀହି; କୃଶ+ଅଙ୍ଗ) — କ୍ଷୀଣକାୟ — Lean; thin-bodied
  • ସଂ. ବିଣ. ପୁଂ. (ବହୁବ୍ରୀହି; କୃଶ+ଅଙ୍ଗ) — ତୃଷା ମୋହର ହର କୃଶାଙ୍ଗୀବର ରେ—କବିସୂର୍ଯ୍ୟ, ସଙ୍ଗୀତ।
  • ସଂ. ବି — ଶିବ — God Ṡiba