କୃଶା Kṛuṡā

  • ଦେ. (ପଦ୍ଯ) ବିଣ. (ସଂ. କୃଶ) — କ୍ଷୀଣ — Weak
  • ଦେ. (ପଦ୍ଯ) ବିଣ. (ସଂ. କୃଶ) — ବିନଷ୍ଟ; ଲୁପ୍ତ — Destroyed
  • ଦେ. (ପଦ୍ଯ) ବିଣ. (ସଂ. କୃଶ) — ଗିରିଧରଙ୍କ ଧୃତି ଥିଲା କି ହୋଇଲା ଅତି କୃଶାରେ—କବିସୂର୍ଯ୍ୟ, ସଙ୍ଗୀତ।
  • ସଂ. ବିଣ. ସ୍ତ୍ରୀ — କୃଶର ସ୍ତ୍ରୀଲିଙ୍ଗ — Feminine of Kṛuṡa