କୃଶାଶ୍ୱ Kṛuṡāṡwa

  • ସଂ. ବି. (ନାମ) — ମୁନିବିଶେଷ; ବିଶ୍ୱାମିତ୍ରଙ୍କ ଗୁରୁ — The name of a sage; preceptor of Biṡwāmitra
  • ସଂ. ବି. (ନାମ) — ଭାରତ ହିତ କାମେ ଚାରି ମହାତପା ବଶିଷ୍ଠ, କୃଶାଶ୍ୱ ଶିଷ୍ୟ, ପରାଶର, ଭୃଗୁ—ରାଧାନାଥ, ମହାଯାତ୍ରା।