କୃତ୍ନୁ Kṛutnu

  • ସଂ. ବିଣ. (କୃ ଧାତୁ+କର୍ତ୍ତୃ. ତ୍ନୁ) — କର୍ମଠ; କୁଶଳ; କର୍ମପଟୁ — Skilful
  • ସଂ. ବିଣ. (କୃ ଧାତୁ+କର୍ତ୍ତୃ. ତ୍ନୁ) — ଚତୁର — Clever
  • ସଂ. ବିଣ. (କୃ ଧାତୁ+କର୍ତ୍ତୃ. ତ୍ନୁ) — ପାରଙ୍ଗମ — Capable; able
  • ସଂ. ବି — ଶିଳ୍ପୀ; କାରୀଗର — Mechanic; artist