କୃତ୍ତିବାସ Kṛuttibāsa
- ସଂ. ବି. (ବହୁବ୍ରୀହି; କୃତ୍ତି=ବ୍ୟାଘ୍ରଚର୍ମ+ବାସ=ବସ୍ତ୍ର; ବ୍ୟାଘ୍ରଚର୍ମଧାରୀ) — ମହାଦେବ — A name of Ṡiba
- ଦେ. ବି. (ନାମ) — ବଙ୍ଗ ଭାଷାରେ ପଦ୍ୟରାମାୟଣର ପ୍ରଣେତା — The author of a Bengali Rāmāyaṇa in verse
- ଦେ. ବି. (ନାମ) — ପୁରୁଷଙ୍କୁ ଦିଆଯିବା ନାମ — A name given to males