କୃତ୍ତିକାତନୟ Kṛuttikātanaya
- ସଂ. ବିଂ. ଫୁ. ( 6 ଷ୍ଠୀ ତତ୍, କୃତ୍ତିକା+ତନୟ) — କାର୍ତ୍ତିକେୟ — God Kārttikeya
- ସଂ. ବିଂ. ଫୁ. ( 6 ଷ୍ଠୀ ତତ୍, କୃତ୍ତିକା+ତନୟ) — [ଦ୍ର—କାର୍ତ୍ତିକେୟ ପ୍ରକୃତରେ କୃର୍ତ୍ତିକାମାନଙ୍କଠାରୁ ଜନ୍ମଗ୍ରହଣ କରି ନ ଥିଲେ। ଶିବଙ୍କ ରେତଃ ଶରବଣରେ ନିକ୍ଷିପ୍ତ ହୋଇ କୁମାର ରୂପ ଧାରଣ କରିବାରୁ କୃର୍ତ୍ତିକାମାନେ ତାଙ୍କୁ ସ୍ତନ୍ଯପାନ କରାଇ ଥିଲେ।]