କୃତ୍ୟକା Kṛutyakā

  • ସଂ. ବି. ସ୍ତ୍ରୀ. (କୃତ୍ୟ+କ+ଆ) — ଡାହାଣୀ — A witch
  • ସଂ. ବି. ସ୍ତ୍ରୀ. (କୃତ୍ୟ+କ+ଆ) — କୁହୁକ ଜାଣୁଥିବା ସ୍ତ୍ରୀ — Enchantress