କୃତ୍ପ୍ରତ୍ୟୟ Kṛutpratyaya

  • ସଂ. ବି. (କୃତ୍=କୃଦନ୍ତ+ ପ୍ରତ୍ୟୟ) — (ବ୍ୟାକରଣ) ଧାତୁର ଭିନ୍ନ ଭିନ୍ନ ବାଚ୍ୟରେ ଯୁକ୍ତ ହେବା ପ୍ରତ୍ୟୟମାନ (ଯଥା—ଅନ, ଅ, ତି, ତବ୍ୟ, ଅନୀୟ, ଯ, ତ, ତବତ୍, ଇନ୍) — (grammar) A class of suffixes added to roots used in forming nouns, adjectives and participles
  • ସଂ. ବି. (କୃତ୍=କୃଦନ୍ତ+ ପ୍ରତ୍ୟୟ) — [ଦ୍ର—ଶବ୍ଦରୁ ଉତ୍ତର ପ୍ରତ୍ୟୟମାନଙ୍କୁ ତଦ୍ଧିତ ପ୍ରତ୍ୟୟ ବୋଲାଯାଏ।]