କୁହୁକ Kuhuka

  • ଦେ. ବି. (ସଂ. କୁହକ) — ମାୟା; ଛଳ — Deception
  • ଦେ. ବି. (ସଂ. କୁହକ) — ଇନ୍ଦ୍ରଜାଲ; ଭୋଜବିଦ୍ୟା; ଭୋଜବାଜୀ — Magic; sorcery; jugglery