କୁହାଳିଆ Kuhāḻiā

  • ଦେ. ବିଣ. (ସଂ. କଥ ଧାତୁ) — ଯେ ବେଶି କଥା କହିପାରେ — Talkative
  • ଦେ. ବିଣ. (ସଂ. କଥ ଧାତୁ) — କେହି ଜଣେ କୁହାଳିଆ ହାତ ହଲାଇ ମୁଣ୍ଡ ହଲାଇ କଥା ମେଲିଛି। ଫକୀରମୋହନ. ଛମାଣଆଠଗୁଣ୍ଠ।