କୁହୁକାରୀ Kuhukārī

  • ଦେ. ବିଣ (ସଂ. କୁହକାର) — ଐନ୍ଦ୍ରଜାଲିକ — Magician
  • ଦେ. ବିଣ (ସଂ. କୁହକାର) — ଯେସନ କୁହୁକାରୀ ଜନ କୁହୁକେ ମୋହେ ସଭା ମନ। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।