କୁହାଯିବା Kuhāj̄ibā
- ଦେ. କ୍ରି (କହିବାର କର୍ମବାଚ୍ୟ ରୂପ) — କଥିତ ହେବା — To be spoken; to be said
- ଦେ. କ୍ରି (କହିବାର କର୍ମବାଚ୍ୟ ରୂପ) — କୁହାଯାଉଥାଏ ସିନା, ତୁହାଇ ତୁହାଇ ପୂଟ ଦେଉଥିଲେ ଲୁହା କି ହୋଇବ ସୁନା। ଢଗ।
- ଦେ. କ୍ରି (କହିବାର କର୍ମବାଚ୍ୟ ରୂପ) — [ଦ୍ର—ସଂ. କଥ ଧାତୁରୁ ଓଡ଼ିଆ କହିବା କ୍ରିୟା ହୋଇଅଛି ଓ କହିବା କ୍ରିୟାରୁ, କୁହା, କୁହାଇବା, କୁହାବୋଲା, କୁହାଯିବା ଆଦି ଶବ୍ଦ ଭାଷାରେ ଚଳେ। କିନ୍ତୁ କେତେକ ଆଧୁନିକ ଭାଷାସଂସ୍କାରକ 'କୁହାଯାଏ' ସ୍ଥଳରେ 'କହାଯାଏ' ବ୍ଯବହାର କରି ଭାଷାର ଶୁଦ୍ଧତା ରକ୍ଷା କରିବା ପ୍ରୟାସ କରିବାର ଦେଖାଯାଏ। କିନ୍ତୁ ପ୍ରାଚୀନ ଗ୍ରନ୍ଥ— ମାନଙ୍କରେ 'କୁହା' ର ବ୍ଯବହାର ଅଛି।]