କୁହୁକିଆ Kuhukiā

  • ଦେ. ବିଣ (ସଂ. କୁହୁକୀ) — ଯେ ମାୟା ପ୍ରକାଶ କରେ; ମାୟାବୀ; ଯେ ଅନ୍ଯ ବ୍ଯକ୍ତିକୁ ଚାହିଁଜଳକା ବନାଇଦିଏ — Practising deception on others
  • ଦେ. ବିଣ (ସଂ. କୁହୁକୀ) — ଯେ କୁହୁକ ଦେଖାଏ — Magician
  • ଦେ. ବିଣ (ସଂ. କୁହୁକୀ) — ଐନ୍ଦ୍ରଜାଲିକ; ବାଜୀଗର — Juggler