କୁର୍ଚି Kurchi

  • ବୈଦେ. ବି. (ଆ. କୁର୍ସୀ) — ଖୁରୁଚି; ଚଉକି — Chair
  • ବୈଦେ. ବି. (ଆ. କୁର୍ସୀ) — [ଦ୍ର—ଜଣେ ଲୋକ ବସି ପାରିବା ଭଳି ଗୋଡ଼ ବା ଖୁରା ଥିବା ଆସନ, ଯହିଁରେ ଆଉଜିବା ପାଇଁ ପିଠିଆଡ଼େ ବାଡ଼ ଥାଏ ଓ ହାତ ରଖିବା ପାଇଁ ବାହା ମଧ୍ୟ ଥାଏ ତାକୁ କୁର୍ଚି ବା କୁର୍ସୀ ବୋଲାଯାଏ।]