କୁର୍କୁରି Kurkuri

  • ଦେ. ବି — ଘୋଡ଼ାଙ୍କର ପେଟଫୁଲାରୂପ ମାରାତ୍ମକ ରୋଗ — Tympanites of horse
  • ଦେ. ବି — [ଦ୍ର—ଏଥିରେ ଘୋଡ଼ାର ଝାଡ଼ା ଓ ପ୍ରସ୍ରାବ ବନ୍ଦ ହୋଇ ଘୋଡ଼ା ମରିଯାଏ।]