କୁର୍ଗ Kurga

  • ଦେ. ବି. (ସ୍ଥାନର ନାମ) — ଦାକ୍ଷିଣାତ୍ୟର ରାଜ୍ୟବିଶେଷ — The territory of Coorg in South India
  • ଦେ. ବି. (ସ୍ଥାନର ନାମ) — [ଦ—ଏହା ମହୀଶୂରର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ। ଏହାର ରାଜଧାନୀ ମେକାରା।]