କୁର୍କୁର୍ Kurkur

  • ଦେ. (ଧ୍ୱନ୍ୟାନୁକାର) ଅ. — ମଧୁରଧ୍ୱନିଯୁକ୍ତ ହାସ୍ୟର ଶବ୍ଦ — Sound of sweet loud laugh or giggling sound
  • ଗ୍ରା. ବି. (ସଂ. କୁକ୍କୁର) — କୁକ୍କୁର — Dog
  • ଗ୍ରା. ବି. (ସଂ. କୁକ୍କୁର) — ମାଙ୍କଡ଼ଙ୍କ ଘରେ କୁର୍କୁର୍ ପଶିଲେ ହୋମ କରତେ ସ୍ୱାହା—କାହାଣୀଗୀତ।