କୁର୍କୁଟି Kurkuṭi
- ପ୍ରାଦେ. (ସମ୍ବଲପୁର) ବି. (ତୁଳ; ହି. କୁର୍କୁଟ୍=ଟୁକୁରା— ଟୁକୁରା) — ଛୋଟ ମଶା — small gnat
- ପ୍ରାଦେ. (ସମ୍ବଲପୁର) ବି. (ତୁଳ; ହି. କୁର୍କୁଟ୍=ଟୁକୁରା— ଟୁକୁରା) — ଗୁଣ୍ଡା — Powder
- ପ୍ରାଦେ. (ସମ୍ବଲପୁର) ବି. (ତୁଳ; ହି. କୁର୍କୁଟ୍=ଟୁକୁରା— ଟୁକୁରା) — ଟିକିଟିକିଖଣ୍ଡ ମାନ — small or tiny bits