କୁବଳୟଫଳ Kubaḻayaphaḻa

  • ସଂ. ବି. ( 6 ଷ୍ଠୀ ତତ୍; ରୂପକ; କୁବଳୟ=ସମୁଦ୍ରର, ଫଳସ୍ୱରୁପ) — ମୁକ୍ତା — Pearl
  • ସଂ. ବି. ( 6 ଷ୍ଠୀ ତତ୍; ରୂପକ; କୁବଳୟ=ସମୁଦ୍ରର, ଫଳସ୍ୱରୁପ) — କୁବଳୟ ଫଳ ମଣ୍ଡୁଥିବି ଶୁକନାସେ—ଭଞ୍ଜ, ପ୍ରେମସୁଧାନିଧି।