କୁବଳ Kubaḻa

  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — କୁମୁଦ; କଇଁ — Water-lily
  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — ମୁକ୍ତା — Pearl
  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — ଜଳ — Water
  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — ସର୍ପର ଗର୍ତ୍ତ — Belly of a serpent
  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — ବରକୋଳି (ଗଛ ଓ କୋଳି) — The Jujube (tree and berry)
  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — କାଳେ ହୋଇଥିଲା ଏତ କୁବଳ ପରାୟେ। ଦୀନକୃଷ୍ଣ, ରସକଲ୍ଲୋଳ।
  • ସଂ. ବି. (କୁ=ପୃଥିବୀ+ବଳଧାତୁ=ବୃଦ୍ଧି ପାଇବା+କତ୍ତୃ. ଅ) — ଡାଳିମ୍ବ — Pomegranate
  • ସଂ. ବିଣ. ପୁଂ — ଅଳ୍ପ—ବଳଯୁକ୍ତ — Of very little strength