କୁପୋଷ୍ୟ Kuposhya

  • ସଂ. ବିଣ. ପୁଂ. (କୁ+ପୋଷ୍ୟ) — ଦୂର ସମ୍ପର୍କୀୟ ହେଲେ ମଧ୍ୟ ଯାହାକୁ ପୋଷିବାକୁ ହୁଏ — Dependant on a person for support though distantly related