କୁପ୍ୟଶାଳା Kupyaṡāḻā

  • ସଂ. ବି. ( 6 ଷ୍ଠୀ ତତ୍; କୁପ୍ୟ+ଶାଳା) — ପିତ୍ତଳ କଂସାଆଦି ତିଆରି ହେବା କାରଖାନା — A braziery
  • ସଂ. ବି. ( 6 ଷ୍ଠୀ ତତ୍; କୁପ୍ୟ+ଶାଳା) — କଂସାରି ଦୋକାନ — A shop of brass-wares