କୁପୁତ୍ର Kuputra

  • ସଂ. ବି. ପୁଂ. (କୁ+ପୁତ୍ର) — ପିତୃ—ମାତୃ—ଦ୍ରୋହୀ ପୁତ୍ର — Disobedient son; a bad son
  • ସଂ. ବି. ପୁଂ. (କୁ+ପୁତ୍ର) — କୁଳାଙ୍ଗାର ପୁତ୍ର — An unworthy scion of a family