କୁପିନୀ Kupinī
- ସଂ. ବି. ସ୍ତ୍ରୀ. (ଗୁପ୍ ଧାତୁ=ଗୋପନ କରିବା+କର୍ତ୍ତୃ. ଇନ୍; ସ୍ତ୍ରୀ. ଈ; ନିପାତନ; ଗ=କ) — ଛୋଟ ଛୋଟ ମାଛ ଧରିବା ଜାଲ — A net for catching small fish. (M.W.)
- ସଂ. ବି. ସ୍ତ୍ରୀ. (ଗୁପ୍ ଧାତୁ=ଗୋପନ କରିବା+କର୍ତ୍ତୃ. ଇନ୍; ସ୍ତ୍ରୀ. ଈ; ନିପାତନ; ଗ=କ) — ମାଛର ଖାଳୋଇ (ପ୍ରକୃତିବାଦ) — A wicker-work recptacle used by fishermen for keeping the fish caught
- ସଂ. ବି. ପୁଂ. (କୁପିନ୍+ଇନ୍; 1 ମା. 1 ବ) — କେଉଟ; ମତ୍ସ୍ୟଜୀବୀ— ବ୍ଯକ୍ତି — Fisherman