କୁପାତ୍ର Kupātra

  • ସଂ. ବି. (କୁ+ପାତ୍ର) — ଦାନର ଅଯୋଗ୍ୟ ପାତ୍ର — An unfit recipient
  • ସଂ. ବି. (କୁ+ପାତ୍ର) — ଅଯୋଗ୍ୟ ବର — A worthless bridegroom
  • ସଂ. ବି. (କୁ+ପାତ୍ର) — ଅଯୋଗ୍ୟ ମନ୍ତ୍ରୀ — A wrothless minister of a king
  • ସଂ. ବି. (କୁ+ପାତ୍ର) — ମନ୍ଦ ପାତ୍ର ବା ଆଧାର — Bad vessel