କୁପିତ Kupita

  • ସଂ. ବିଣ. (କୁପ ଧାତୁ=ରାଗିବା+କର୍ତ୍ତୃ. ତ) — କ୍ରୁଦ୍ଧ; କ୍ରୋଧାନ୍ୱିତ — Evraged; angry; incensed
  • ସଂ. ବିଣ. (କୁପ ଧାତୁ=ରାଗିବା+କର୍ତ୍ତୃ. ତ) — ବିରକ୍ତ — Provoked; vexed; offended
  • ସଂ. ବିଣ. (କୁପ ଧାତୁ=ରାଗିବା+କର୍ତ୍ତୃ. ତ) — (ବୈଦ୍ୟଶାସ୍ତ୍ର) ଅନିୟମିତ ଆହାରବିହାରାଦି ହେତୁ ଦୂଷିତ ହୋଇ ବର୍ଦ୍ଧିତ (ଶରୀରସ୍ଥ ବାତ, ପିତ୍ତ ବା କଫ) — Gone out of normal order and become virulent owing to irregular conduct of the patient (said of the three humours of the body)