କୁପ୍ କୁପ୍ Kup kup

  • ଦେ. ଅ — ମୁହଁକୁ ଛୋଟ କରି ପାକୁ ପାକୁ କରିବା — To open and shut the lips slightly; to pout the lips slightly
  • ଦେ. ବିଣ — ମୁହଁକୁ ଛୋଟ କରି ପାକୁ ପାକୁ କରୁଥିବା — Slightly opening and shutting the lips