କୁପ୍ୟ Kupya

  • ସଂ. ବି. (ଗୁପ୍ ଧାତୁ=ରକ୍ଷା କରିବା+କର୍ମ. ଯ; ଗ=କ; ନିପାତନ) — ନିକୃଷ୍ଟ ଧାତୁ — A bad metal
  • ସଂ. ବି. (ଗୁପ୍ ଧାତୁ=ରକ୍ଷା କରିବା+କର୍ମ. ଯ; ଗ=କ; ନିପାତନ) — ସୁନା ରୂପା ଛଡ଼ା ଅନ୍ଯ ଧାତୁ — Any metal other than gold or silver